ଓଲଟିଲା ବିଏସ୍‌ଏଫ ଭ୍ୟାନ୍‌ : ୧୫ ଯବାନ ଆହତ, ୪ ଗୁରୁତର

କୋରାପୁଟ : କମ୍ବିଂ ସାରି ଫେରୁଥିବା ବେଳେ ଓଲଟି ପଡିଲା ବିଏସଏଫ ଭ୍ୟାନ। ଆଜି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିକଟ ବନ୍ଦିକାରଠାରେ ଘଟିଥିବା ଏହି ଦୁର୍ଘଟଣାରେ ୧୫ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ କୋରାପୁଟ ମେଡିକାଲ କଲେଜରେ ଚିକିତ୍ସା କରାଯାଇଛି। ଲକ୍ଷ୍ମୀପୁରରେ ଥିବା ବିଏସଏଫ ୧୯୫ ବାଟାଲିୟନର ଯବାନମାନେ କମ୍ବିଂ ଅପରେସନରେ ଯାଇଥିଲେ। ସେମାନେ କୋରାପୁଟ-ରାୟଗଡା … Continue reading ଓଲଟିଲା ବିଏସ୍‌ଏଫ ଭ୍ୟାନ୍‌ : ୧୫ ଯବାନ ଆହତ, ୪ ଗୁରୁତର